ବେତନଟୀ ସତସଙ୍ଗ ବିହାର ଠାରେ ନିର୍ମାଣାଧୀନ ଆଦର୍ଶ ଉଦ୍ୟାନ ଏବଂ ମୁକ୍ତାକାଶ ଜିମ କାର୍ଯ୍ୟକୁ ଶୁକ୍ରବାର ଅପରାହ୍ନ ୫ଟାରେ ତଦାରଖ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବେତନଟୀ ସତସଙ୍ଗବିହାର ଠାରେ ଦୀର୍ଘବର୍ଷଧରି ବ୍ୟବହାର ଅନୁପଯୋଗୀ ଅବସ୍ଥାରେଥିବା ପୋଖରୀ ଓ ଏହାର ଚତୁର୍ପାଶ୍ୱ ଅଞ୍ଚଳକୁ ଉନ୍ନତିକରଣ ପୂର୍ବକ ଆଦର୍ଶ ଉଦ୍ୟାନ ଏବଂ ମୁକ୍ତାକାଶ ଜିମ ପାଇଁ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କୁ ଦାବି ଜଣାଇଥିଲେ l