Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଜୟପୁର: କୁନ୍ତରଖାଲ ଗ୍ରାମ ନିକଟରେ ଜଙ୍ଗଲ ବିଭାଗ ତରଫରୁ ପ୍ଲାଣ୍ଟେସନର ଜାଲି ଚୋରି ଜୟପୁର ସଦର ଥାନାରେ ଅଭିଯୋଗ

Jeypore, Koraput | Sep 29, 2025
କୁନ୍ତରଖାଲ ଗ୍ରାମ ନିକଟରେ ଜଙ୍ଗଲ ବିଭାଗ ତରଫରୁ ପ୍ଲାଣ୍ଟେସନର ଜାଲି ଚୋରି ହୋଇଛି । ଜୟପୁର ବନପାଳ ସୁଶିଳ କୁମାର ମହାନ୍ତି ଜୟପୁର ନିକଟ କୁନ୍ତରଖାଲ ଗ୍ରାମରେ ଜଙ୍ଗଲ ବିଭାଗ ତରଫରୁ ଏକ ପ୍ଲଣ୍ଟେସନ କାଯ୍ୟ କରାଯାଇଥିଲା । ଦୁବୁତ୍ତମାନେ ପାଣ୍ଟେସନରେ ୧୮ଟି ଖମ୍ବରୁ ପ୍ରାୟ ୧୪୪ଟି ବାଡ ଜାଲି ଚୋରି ହୋଇଛି । ଏନେଇ ଅଭିଯୋଗ ପାଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିବା ବିଷୟ ଆଜି ରାତ୍ର 7ଟାରେ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତିା

MORE NEWS