ଜଳେଶ୍ବର: ମହମ୍ମଦନଗର ପାଟଣା ଠାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଚ୍ଛେଦ ହେଲା କମ୍ୟୁନିଟି ସେଣ୍ଟର,ଏକ ପୋଲିସ ପ୍ଲାଟୁନ ମୃତୟନ
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଚ୍ଛେଦ ହେଲା କମ୍ୟୁନିଟି ସେଣ୍ଟର । ଗୋଚର ଜାଗାରେ ନିର୍ମାଣ ହୋଇଥିବା କମ୍ୟୁନିଟି ସେଣ୍ଟରକୁ ଉଛେଦ କଲା ପ୍ରଶାସନ । ଜଳେଶ୍ୱର ତହସିଲଦାର, ଜଳେଶ୍ୱର ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ମହମ୍ମଦନଗର ପାଟଣା ଠାରେ ଏକ ଗୋଚର ଜାଗାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇଥିଲା ବେଳେ ଏହା ବିରୋଧରେ ମାନ୍ୟବର ହାଇକୋର୍ଟ ଠାରେ ଅଭିଯୋଗ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ମାଜିଷ୍ଟ୍ରେଟଙ୍କ ସହିତ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି, ଜଳ