Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଭଞ୍ଜନଗର: ଗଞ୍ଜାମ କନ୍ଧମାଳ ସୀମାନ୍ତ ରେ ରହିଛି କଳିଙ୍ଗା ଘାଟି । ଯେଉଁ କଳିଙ୍ଗା ଘାଟି ସବୁବେଳେ ଚର୍ଚ୍ଚାରେ ରହିଥାଏ ।

Bhanjanagar, Ganjam | Sep 16, 2025
ଗଞ୍ଜାମ କନ୍ଧମାଳ ସୀମାନ୍ତ ରେ ରହିଛି କଳିଙ୍ଗା ଘାଟି । ଯେଉଁ କଳିଙ୍ଗା ଘାଟି ସବୁବେଳେ ଚର୍ଚ୍ଚାରେ ରହିଥାଏ । କୋରନା ସମୟରେ ଏହି ଘାଟିରେ ଅନେକ ଦୁର୍ଘଟଣା ଘଟିଥିବା ବେଳେ ଅତିତରେ ମଧ୍ଯ ଅନେକଙ୍କ ଜୀବନ ଯାଇଛି ଏହି ଘାଟିରେ । ତେବେ ଆଜି ଅପରାହ୍ନ ଚାରି ଘଣ୍ଟ ସମୟରେ ଘାଟିର ଦୁଇ ନମ୍ବର ବୁଲାଣିରେ ଭୂସ୍ଖଳନ ହୋଇଥିଲା । ବହୁ ସମୟ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ଏହି ଅଘଟଣ ଘଟିଥିଲା । ଗଞ୍ଜାମ କନ୍ଧମାଳ ଯୋଗାଯୋଗ ପୁରା ବିଛିନ୍ନ ହୋଇଯାଇଛି । ତେବେ ଆଜି ରାତ୍ର 8 ଘଣ୍ଟ ସମୟରେ ଉକ୍ତ ସ୍ତାନ ରେ ପୋଲିସ ପ୍ରଶାସନ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।

MORE NEWS