ଜୁନାଗଡ: ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରୋତ୍ସାହନ ରାଶି ହଡ଼ପ ଅଭିଯୋଗ ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ଲିମସେର ଗାଁ ର ଅନ୍ୟ ସଦସ୍ୟା
Junagarh, Kalahandi | Sep 2, 2025
ମା ଧରଣୀ ସ୍ଵୟଂ ସହାୟିକା ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶିକୁ ଚଞ୍ଚକତା କରି ସଭାନେତ୍ରୀ ରୁକ୍ମିଣୀ ମଙ୍ଗରାଜ ଓ ସଂପାଦିକା...