ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମାଜ ପାଠକ ମଂଚ ଚଳିତ ବର୍ଷ ତାର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି l ତେବେ ଉତ୍ସବକୁ କିପରି ଠିକ୍ ଭାବରେ ପରିଚାଳନା କରାଯିବ ସେ ଉପରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଡୁଙ୍ଗୁରିପାଲିର ବିଭିନ୍ନ ଅନୁଷ୍ଠାନ, ସଂଗଠନର କର୍ମକ ମାନଙ୍କୁ ନେଇ ଦଳ ମତ ନିର୍ବିଶେଷରେ ମଂଚର ବରିଷ୍ଠ ସଦସ୍ୟ ପ୍ରାଣବନ୍ଧୁ ହୋତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠଜ କରତ କଳ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସମ