ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ବ୍ୟାପକ ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ହେଉଥିଲା ।ଶନିବାର ମଧ୍ୟାହ୍ନ ଗୋଟାଏ ବେଳେ ଗ୍ରାମର ମହିଳା ମାନେ ସ୍ଥାନୀୟ ଅବକାରୀ ଥାନାରେ ପହଞ୍ଚି ଅବକାରୀ ଥାନା ଅଧିକାରୀ ଙ୍କୁ ମଦ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି ।ଯଦି ଗ୍ରାମରେ ମଦ ବନ୍ଦ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।