ଫୁଲବାଣୀ ସହର: ତୁମୁଡ଼ିବନ୍ଧ ବିସ୍ଫୋରକ ବୋଝେଇ ଭ୍ୟାନ୍ ଜବତ ଘଟଣାରେ ୩ ଗିରଫ, ତୁମୁଡିବନ୍ଧ ଥାନାରେ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଏସଡିପିଓ ଦେଲେ ସୂଚନା
Phulabani Town, Kandhamal | Aug 17, 2025
ତୁମୁଡ଼ିବନ୍ଧ ବିସ୍ଫୋରକ ବୋଝେଇ ଭ୍ୟାନ୍ ଜବତ ଘଟଣାରେ ୩ ଗିରଫ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଗଞ୍ଜାମ ଜିଲ୍ଲା ସହ ଲିଙ୍କ୍ ଥିବା ସ୍ପଷ୍ଟ...