ଫିରିଙ୍ଗିଆ ଠାରେଏମ ସି ଏସ କ୍ଲବ ର ୨୪ ତମ ଫୂଟବଲ ଟୁର୍ନାମେଣ୍ଟ ଉଦଘାଟିତ l ସମ୍ବର୍ଦ୍ଧିତ ହେଲେ ବହୁ ବରିଷ୍ଠ ବ୍ୟକ୍ତି ଙ୍କ ସହ ପୂର୍ବତନ ବରିଷ୍ଠ କ୍ରୀଡ଼ାବିତ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ର ଏମ ସି ଏସ କ୍ଲବ ର ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି l ଉଦଘାଟନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଓ ବର୍ତମାନ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଉପସ୍ଥିତ ରହି ଏହି ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ କୁ ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଅନ୍ୟ