ସ୍ଥାନୀୟ ଓମ ଇଣ୍ଟରନେସନାଲ ସ୍କୁଲର ବାଷିକ ଉତ୍ସବ ଗୁରୁବାର ରାତି ଆଠଟା ରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପ ଜିଲ୍ଲାପାଳ ଶ୍ରୀ ସୁନିଲ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଶ୍ରୀ ଆଶୀଷ ଚନ୍ଦନ ରହିଥିଲେ ।ସ୍କୁଲର ଏମଡି ସରୋଜ ମେହେର ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ ।ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।