ସୋନପୁର: ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ପକ୍ଷରୁ ଆର ଏମ ସି ଠାରେ ବୈଠକ
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆର ଏମ ସି ପରିସର ରେ ଅନୁଷ୍ଠିତ ହୋଇଥିଲା ଏଥିରେ କିଭଳି ଭାରତୀୟ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବା ସହିତ ଯୁବପିଢ଼ି ଙ୍କୁ ସ୍ଵଦେଶୀ ଗ୍ରହଣ କରିବାକୁ ଉଦସାହିତ, ଜାତୀୟ ଭାଷା ବ୍ୟବହାର, ପରିବେଶ ପ୍ରତି ଯତ୍ନ ବାନ ହେବା, ମଣ୍ଡଳ ର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଇବା କୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଶପଥ ନେଇଥିଲେ।। ଏଥିରେ ଡୁଙ୍ଗୁରିପାଲି ମଣ୍ଡଳ ସଭାପତି ପ୍ରବୀର ସାହୁ, ସାଂସଦ ପ୍ରତିନିଧି ହେମନ୍ତ ବିଶ୍ୱାଳ, ସୁରେଶ ପଧାନ,ପ୍ରକାଶ ସାହୁ, ବାସୁଦେବ ନାଏକ,