ଧର୍ମଗଡ: କସାବାହୀ ଇନ୍ଦ୍ରା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଛକ ନିକଟରେ ଅଟକି ରହିଲା ୧୨ ଚକିଆ ଟ୍ରକ, ୪ଘଣ୍ଟା ଧରି ଯାତାୟତ ଠପ୍
Dharamgarh, Kalahandi | Jul 29, 2025
ମଙ୍ଗଳବାର ଅପରାହ୍ନରେ କଲମପୁର କସାବାହୀ ରାସ୍ତାର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଛକ ନିକଟରେ ଏ.ପି ୩୯ୟୁ ୧୧୨୫ ନମ୍ବର ବିଶିଷ୍ଟ ପାମ ଚାରା...