ନର୍ଲା: ନର୍ଲା ଥାନା ବାଙ୍କେଲ ଗ୍ରାମ ଅଞ୍ଚଳର ଉଭୟ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ମାଡ ମାରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ
ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ୍ ଗ୍ରାମ ଅଞ୍ଚଳର ପ୍ରଥମ ପକ୍ଷ ଓ ଦ୍ଵିତୀୟ ପକ୍ଷ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ଗଣ୍ଡଗୋଳ ଝଗଡ଼ା ହୋଇଥିଲେ ଏଥିରେ ପ୍ରଥମ ପକ୍ଷ ଆଜି ବୁଧବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଥାନରେ ଦ୍ଵିତୀୟ ପକ୍ଷ ଙ୍କ ନାମରେ ଅଭିଯୋଗ କରିଛନ୍ତି