ନାକଟିଦେଉଳ: ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ,କରି ଏକର ଏକର ଜମିରେ ନଷ୍ଟ କଲା ହଜାର ହଜାର ଗଞ୍ଜେଇ ଗଛ
ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ,କରି ଏକର ଏକର ଜମିରେ ନଷ୍ଟ କଲା ହଜାର ହଜାର ଗଞ୍ଜେଇ ଗଛ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳ ରେ ବେଆଇନ ଗଞ୍ଜେଇ ଚାଷ ଖବର ପାଇ ମଙ୍ଗଳବାର ସକାଳେ ପୋଲିସ ,ଅବକାରୀ ବିଭାଗ,ବନବିଭାଗ ରାଜସ୍ୱ ବିଭାଗ ମିଲିତରେ ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତର ସୁଧିର ପାଠା ରେ ୪ ଏକର , ଲାଣ୍ଡିମାଲ ଖସଡ଼ା ଜଂଗଲରେ ୧ ଏକର ଓ ହରିପୁର ଠାରେ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଅତର୍କିତ ଭାବରେ ଚଢାଉ କରି ନଷ୍ଟ କରାଯାଇଛି । l ପୂର୍ବରୁ ଦୀର୍ଘ ବର୍ଷ ଧରି ନାକଟିଦେଉଳ ବ୍ଲକ ଅଞ୍ଚଳ ରେ ବେଆଇନ ଶହ ଶହ ଏକର ଜମିରେ ଗଞ୍ଜେଇ ଚ