ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ପାଟଣାଗଡ଼ ରେ ସମ୍ପୂର୍ଣ୍ଣ ସଫଳ ହୋଇଛି ।ବୁଧବାର ସକାଳ ସାତଟା ଠାରୁ ଦୋକାନ ବଜାର ବନ୍ଦ ରହିଛି ।ଗାଡ଼ି ମଟର ଯାତାୟାତ ବନ୍ଦ ରହିଛି ଓଡିଶା ବନ୍ଦ କୁ ସମର୍ଥନ କରି କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ର ସଦସ୍ୟ ମାନେ ଗିରୀଧାରି ହୋଇ ଜନସନ ଏବଂ ଜଗନ ମେହେର ଙ୍କ ନେତୃତ୍ବରେ ବ୍ଳକ ଛକରେ ଲୋକ ଙ୍କୁ ବନ୍ଦ ପାଇଁ ଅନୁରୋଧ କରୁଛନ୍ତି ।