ପଦ୍ମପୁର: ଅପରାଧ ନିରୀକ୍ଷଣ ଏବଂ ଟ୍ରାକିଂ ସିଷ୍ଟମ୍ ଅନ୍ତର୍ଗତ ପଦ୍ମପୁର ସବ୍-ଜେଲରେ ଜେଲ ପେରେଡ
ଅପରାଧ ନିରୀକ୍ଷଣ ଏବଂ ଟ୍ରାକିଂ ସିଷ୍ଟମ୍ ଅନ୍ତର୍ଗତ ଆଜି ବରଗଡ ଜିଲ୍ଲା ପଦମପୁର ସବ୍-ଜେଲରେ 5ଟା ସମୟରେ ଜେଲ ପେରେଡ ଅନୁଷ୍ଠିତ ହୋଇଥିଲା। ଏହି ପେରେଡରେ ପଦ୍ମପୁର sdpo ଓ ପାଇକମାଲ, ଝାରବନ୍ଧ, ଗାଇସିଲେଟ ଥାନା ଅଞ୍ଚଳର ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପେରେଡ ଅଭିଯାନର ଉଦ୍ଦେଶ୍ୟ ହେଉଛି ଜେଲ ଭିତରେ ଅନୁଶାସନ ବଜାୟ ରଖିବା, ଅପରାଧୀମାନଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ଏବଂ ଯେକୌଣସି ଅବାଞ୍ଚିତ କାର୍ଯ୍ୟକଳାପକୁ ରୋକିବା। ଜେଲ ଅଧିକାରୀମାନେ ଏହି ଅଭିଯାନ ଅନ୍ତର୍ଗତ ବନ୍ଦୀମାନଙ୍କ ସହ ଉପଯୁକ୍ତ ବାର୍ତାଲାପ କରିଥିଲେ ଏବଂ ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ବା