ଟିଟିଲାଗଡ଼ - ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡ ମିଣ୍ଟନ ପ୍ରତିଯୋଗିତା। ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋଶିଏସନର ସହଭାଗିତାରେ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ପି ଡି ଜି ଲାୟନ ଯମୁନା ପ୍ରସାଦ ଗୋଏଲ, ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସଭାପତି ତଥା ଲା