ବାମୁର ସ୍କୁଲ ପଡିଆ ଠାରେ ରାଜ୍ୟସ୍ତରୀୟ ଚଷା ସମାବେଶ ରେ ଉପରମୁଣ୍ଡା ଗ୍ରାମର ରୋପ୍ୟ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଉପରମୁଣ୍ଡ ଗ୍ରାମର ସନ୍ତରଣରେ ବିଶ୍ଵ ଚମ୍ପିୟାନ ରୋପ୍ୟପଦକ ବିଜେତା ଅମୀୟ କୁମାର ପ୍ରଧାନଙ୍କୁ ରବିବାର ସକାଳେ ଅନୁଗୋଳ ଜିଲ୍ଲା ବାମୁର ଠାରେ ରାଜ୍ୟସ୍ତରୀୟ ଚଷା ସମାବେଶ ରେ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅମୀୟ କୁମାର ପ୍ରଧାନ ସାଉଥ୍ ଆଫ୍ରିକା ଠାରେ ଆନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋ