ସିମୁଳିଆ: ଆଳଦା ଠାରୁ କଇଁଥଗଡିଆ ପର୍ଯ୍ୟନ୍ତ ରାସ୍ତା ର ଅବସ୍ଥା ଶୋଚନୀୟ, ସମସ୍ୟା ଭୋଗୁଛନ୍ତି ଅଂଚଳ ବାସି, #jansamasya
Similia, Balasore | May 23, 2025
ଦୀର୍ଘଦିନ ଧରି ରାସ୍ତା ମରାମତି ହେଉନଥିବାରୁ ଅଂଚଳ ବାସି ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି l ପ୍ରତିଦିନ ଦୁର୍ଘଟଣା ହେବା ସହିତ ଦମକଳ ଓ...