ଟିକାବାଲି ଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପୋଲିସ ପକ୍ଷରୁ ପାଳନ ହୋଇଅଛି।ସାରା ସହର ପରିକ୍ରମା ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା। ଟିକାବାଲି ଥାନା ଅଧିକାରୀ ଙ୍କ ସହ ସମସ୍ତ ପୋଲିସ ଅଧିକାରୀ ଙ୍କ ସହ ବିଜେପି ନେତୃବୃନ୍ଦ,କଲେଜ ଛାତ୍ର ଛାତ୍ରୀ,ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ସେହି ପରି ଟିକାବାଲି ଠାରେ ଥାନା ଅଧିକାରୀ ରୀତା ପ୍ରିୟମ୍ବଦା କର ନେତୃତ୍ୱ ନେଇଥିଲେ।