Public App Logo
କଟକ ପୌରାଞ୍ଚଳ: ବିନା ଅନୁମତିରେ ରତାଗଡ଼ ନୂଆସାହିରେ ଖୁଦୁରୁକୁଣୀ ଭସାଣରେ ଡିଜେ ବ୍ୟବହାର ହେବାରୁ ଡିଜେ ସହ ଗାଡ଼ିକୁ ସୋମବାର ପୁଲିସ ଜବତ କରିଛି - Cuttack M Corp PS News