ବରଗଡ଼ ଅଞ୍ଚଳର ରାଜେଶ ବଗର୍ତି ଯିଏ ଗତ କିଛି ଦିନ ତଳେ କୌଣସି କାରଣରୁ ବିଷ ପିଇ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ, ସେ ଏବେ ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଡାକ୍ତର ମାନଙ୍କ ଚେଷ୍ଟା ଓ ସମୟୋଚିତ ଚିକିତ୍ସା ଫଳରେ ସେ ଆସ୍ତେ ଆସ୍ତେ ସ୍ୱାସ୍ଥ୍ୟଲାଭ କରିଛନ୍ତି। ଆଜି ରାତି ୮ଟା ସମୟରେ ମେଡିକାଲ ସୂତ୍ର ରୁ ଜଣାପଡ଼ିଛି ଯେ ସେ ଚିକିତ୍ସାରୁ ମୁକ୍ତି ପାଇ ଘରକୁ ଯାଇଛନ୍ତି। ପରିବାର ଲୋକ ଓ ଗାଁ ଲୋକଙ୍କ ମଧ୍ୟରେ ଏହି ସୁସମ୍ବାଦରେ ଖୁସିର ଲହର ଦେଖାଦେଇଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସେ ଶିଘ୍ର ସୁସ୍ଥ ହୋଇ ଫେରିଥିବାରେ ସବୁଠାରୁ ଆନନ୍ଦ ପ୍ରକାଶ