Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କଟକ ପୌରାଞ୍ଚଳ: ବିଡ଼ାନାସୀ ଅଞ୍ଚଳରେ ଜଣଙ୍କୁ ଖଣ୍ଡା ଓ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁବାର ପୁଲିସ ତିନି ପେସାଦାର ଅପରାଧୀକୁ ଗିରଫ କରିଛି

ବିଡ଼ାନାସୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡା ଓ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଘଟଣାରେ ବିଡ଼ାନାସୀ ଥାନା ପୁଲିସ ଗୁରୁବାର ରାତି ୮ଟାରେ ତିନି ପେସାଦାର ଅପରାଧୀକୁ ଗିରଫ କରିଛି l ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ଏଜୁକେଟେଡ୍ ଲେନ୍ ଅଲିଶାବଜାର ଅଞ୍ଚଳର ଜଗା ଓରଫ ଓମ୍ ପ୍ରକାଶ ପରିଡ଼ା(୧୯), ଶୁଭମ ଓରଫ ପ୍ରିତମ ପ୍ରିୟଙ୍କର ବେହେରା(୨୦), ଡୁଡ଼ା ଓରଫ ଡାଡୁ ଓରଫ ସିଦ୍ଧାର୍ଥ ଜେଟି l ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ଲିଟୁଆ ଓରଫ ଭରତ ସାହୁ ଓ ସାର୍ପ ସୁଟର୍ ଆରିଫ ଖାଁଙ୍କ ନିର୍ଦ୍ଦେଶକ୍ରମେ  ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା।

MORE NEWS