ପୁରୀ ମ୍ୟୁନିସିପାଲଟି: ଡାକ୍ତରାଣୀ ଙ୍କୁ ଦିଦି ଡାକିଦେଲେ ବୋଲି ବିଗିଡି ଗଲେ ମ୍ୟାଡାମ ।ରୋଗୀକୁ ନାନାଦି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଛି ମେଡିକାଲ ରେ ।
Puri M, Puri | Sep 14, 2025 ଡାକ୍ତରାଣୀ ଙ୍କୁ ଦିଦି ଡାକିଦେଲେ ବୋଲି ବିଗିଡି ଗଲେ ମ୍ୟାଡାମ ।ରୋଗୀକୁ ନାନାଦି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଛି ମେଡିକାଲ ରେ ।ଏମିତି ଏକ ଘଟଣା ଘଟିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ । ବ୍ରହ୍ମଗିରି ଅଞ୍ଚଳର ଜଣେ ମହିଳା ତାଙ୍କ ଭଉଣୀ ଘର ବାସେଳି ସାହି ବୁଲିବାକୁ ଆସିଥିବା ବେଳେ ତାଙ୍କର ବ୍ଲଡ଼ ପ୍ରେସର୍ ବଢ଼ି ଯିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ରବିବାର ସମୟ ପ୍ରାୟ ରାତ୍ରି ୯ ଟା ରେ ସେ ମେଡ଼ିକାଲର ଆଉଟ୍ ଡୋର ରେ ବସିଥିବା ମହିଳା ଡାକ୍ତର ଙ୍କ ନିକଟରେ ଚିକିତ୍ସା ହେବାକୁ ଯାଇଥିଲେ ।