ଧର୍ମଶାଳା: ମହୁଲଖାଲ ସରକାରୀ ସ୍କୁଲର ଦୁଇ ଶ୍ରେଣୀ କକ୍ଷରୁ ଖସିଲା କଂକ୍ରିଟ୍ ଖଣ୍ଡ,ବିପଦରୁ ବର୍ତ୍ତିଗଲେ ୫୦ ଶିଶୁ ଛାତ୍ରଛାତ୍ରୀ
Dharmasala, Jajpur | Aug 21, 2025
ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ମହୁଲଖାଲ ସରକାରୀ ପ୍ରାଥମିକ ସ୍କୁଲରେ ୨ ଶ୍ରେଣୀକକ୍ଷର ଛାତରୁ ବଡ଼ବଡ଼ କଂକ୍ରିଟ୍ ଖଣ୍ଡ ଖସି ପଡ଼ିଥିବା...