ଛତ୍ରପୁର: ଶ୍ରୀମା ନଗରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, କର୍ଣ୍ଣାଟକରୁ ଅଭିଯୁକ୍ତ ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ସୂଚନା ଦେଲେ ଏସପି
Chhatrapur, Ganjam | Aug 19, 2025
ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀ ମା ନଗରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅଭିଯୁକ୍ତ କର୍ଣ୍ଣାଟକରୁ ଗିରଫ ହୋଇଥିବା...