ମାଲକାନଗିରି: ଏମଭି ୧୭ ଗ୍ରାମରେ ସାର କଳା ବଜାରୀ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି
Malkangiri, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ଏମଭି ୧୭ ଠାରେ ସାର କଳା ବଜାରୀ ନେଇ ଅଭିଯୋଗ ପରେ ମାଲକାନଗିରି ବ୍ଲକ ଏଗ୍ରିକଲଚର ଅଧିକାରୀ ଭୋଳାନାଥ ପୂଜାରୀ ପହଁଚି ଘଟଣାର...