ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ, ସର୍ଦାର ବଲ୍ଳଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଶର୍ଦ୍ଦାର ପଟେଲଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ସର୍ଦାର ପଟେଲଙ୍କ ବ୍ୟକ୍ତିତ୍ୱ କାର୍ଯ୍ୟକଳାପ ତଥା ଜାତୀୟ ଏକତା ଦିବସ ସମ୍ପର୍କରେ ଛାତ୍ର ଛାତ୍ରୀ ଓ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମାକାନ୍ତ କର, ପ୍ରାଧ୍ୟା