ବାରିପଦା ମ୍ୟୁନିସିପାଲଟି: ଏଆଇଡିଏସଓ ପକ୍ଷରୁ କପ୍ତିପଦା ଠାରେ ଶହୀଦ ବାଘାଯତୀନ ସ୍ମୃତିପୀଠକୁ ପଦଯାତ୍ରା ଅନୁଷ୍ଠିତ
Baripada M, Mayurbhanj | Sep 10, 2025
ଏଆଇଡିଏସଓ ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ କପ୍ତିପଦାରେ ଆପୋଷହୀନ ଧାରାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଘାଯତୀନଙ୍କ ଶହୀଦ ଦିବସ...