ଆଜି ଜାନୁଆରୀ 17 ତାରିଖ ଶନିବାର ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଓ ଆଇ ସି ଓ ତାଙ୍କ ଟିମ୍ ଏହି ଚଢାଉ କରିଥଲେ। ଚଢାଉ ସକାଳ 8 ଟାରୁ ଆରମ୍ଭ ହୋଇ ସକାଳ 10 ଟା ପର୍ଯ୍ୟନ୍ତ ଚାଲିଥିଲା। ଧରୁଆ ଡିହି ଥାନା ଅନ୍ତର୍ଗତ ମଝାପଡ଼ା ତେଲିମାଲ ରେ ଏହି ଚଢାଉ ହୋଇଥିଲା। ଗୋଟିଏ ଗାଁରୁ ଆଜି 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।ଏହା ସହ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ କରିଛି ସଦର ଅବକାରୀ ବିଭାଗ। ତେବେ ଏ ନେଇ ପାଞ୍ଚ ଅଭିଯୁକ୍ତଙ୍କୁ ନାମରେ ଭିନ୍ନ ଭିନ୍ନ ପାଞ୍ଚୋଟି ପି ଆର୍ ରୁଜ୍ଜୁ କରି ପାଞ୍ଚ ଜଣ ଯାକ ଅଭିଯୁକ୍ତଙ୍କୁ ଅପରାହ୍ନ