ବାଲିଗୁଡା ଥାନା ରେ ସରକାର ଙ୍କ ବସ୍ ପୁର୍ବରୁ ନାମ ଲଷ୍ମି ବସ୍, ବର୍ତମାନ ର ମୋ ଵସ ଗାଡିକୁ ଭଙ୍ଗା ରୁଜା କରିବା ଅଭିଯୋଗ ରେ ଜାର୍ଗିଭଟ୍ଟାର ଜଣେ ଥାନା ରେ ଅଟକ, ଏହି ଘଟଣା ଟି ଗୁରବାର ଘଟଥିବା ବେଳେ ଅପରାହ୍ନ 5ଘଣ୍ଟିକା ଉକ୍ତ ବ୍ୟକ୍ତି ଙ୍କୁ ଆଣି ବାଲିଗୁଡା ଥାନା ରେ ଅଟକ ରଖାଯାଇଥିବା ନେଇ ସୁଚନା ମିଳିଛି, ତେବେ କୈଣସି ଏକ କାରଣରୁ ଏହି ବସ ଉପରେ ଟାଙ୍ଗିଆ ହାଣି ଧମକ ଦେଉଥିବା ବସ୍ ର ଷ୍ଟାଫ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯାହାକୁ ନେଇ ଉକ୍ତ ବ୍ୟକ୍ତି ଙ୍କୁ ଥାନା ରେ ଅଟକ ରଖାଯାଇଥିବା ନେଇ ସୁଚନା ମିଳିଛି