ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ରେ ତମାଖୁ ମୁକ୍ତ ଅଭିଯାନ ଆୟୋଜିତ ହୋଇଯାଇଛି l ପ୍ରାରମ୍ଭରେ ମାୟାବର୍ହା ଆରୋଗ୍ୟ ମନ୍ଦିର ର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପୌରବି କର୍ମୀ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ରୁ ଦୁରେଇ ରହି ନିଜ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଦ୍ଦେଶ୍ୟରେ ସାମୁହିକ ଶପଥ ପାଠ କରାଇଥିଲେ। ପରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି ଓ ଆଶାକର୍ମୀ ବୃନ୍ଦ ମିଳିତ ଭାବରେ ବିଭିନ୍ନ ପ୍ଲା କାର୍ଡ ପ୍ରଦର୍ଶନ