ସିଆରପିଙ୍କ ବିରୁଦ୍ଧରେ ଏସଏସଜି ମହିଳାଙ୍କ ଟଙ୍କା ଆତ୍ମସାତ ଅଭିଯୋଗ ଜ଼ିଲ୍ଲାପାଳଙ୍କୁ ଅଭିଯୋଗ ସତ୍ତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ, ପୋଲିସର ଆଶ୍ରୟ ନେବାକୁ ନିଷ୍ପତ୍ତି ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ସିମିଲିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ବରୀପାଲି ଗ୍ରାମର ମା ସମଲେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ତଥା ସିଆରପି ଥିବା ଗୁଆବାଲି ରଣା ମହିଳା ମାନଙ୍କ ବ୍ୟାଙ୍କରେ ଜମା ଥିବା ଟଙ୍କା ତଥା ବ୍ୟାଙ୍କରୁ ନେଇଥିବା ଋଣ ଶୁଝିବା ପାଇଁ ଦେଇଥିବା ଟଙ୍କା ଆତ୍ମସାତ କରିଥିବା ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଅଭିଯୋଗ କରିଛନ୍ତି |ସେମା