ସୋନପୁର: ବର୍ଷା ଯୋଗୁଁ ଫିକା ପଡିଲା ବାଣ ବ୍ୟବସାୟ ରଏଲ ପଡିଆ ଠାରେ ନିଜ ଦୋକାନ ଆଗରେ ସୂଚନା ଦେଲେ ତୁଶାର କାନ୍ତ ହୋତା
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଏଲ ପଡିଆ ଠାରେ ଫଟକା ବିକ୍ରି କରିବ ପାଇଁ ଅନୁମତି ଦିଆ ଯାଇଛି।ଅନ୍ଯ ପଟେ ରାଜ୍ୟ ସରକାର ଙ୍କ ମଧ୍ୟ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ପଟକା ବିକ୍ରି ସ୍ଥାନରେ ବ୍ୟାପକ ପୋଲିସ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହିବେ।କିନ୍ତୁ ସୁବର୍ଣ୍ଣପୁର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଅଗ୍ନି ଶମ ବାହିନୀ କି ପୋଲିସର ଦେଖା ନାହିଁ।ଅନ୍ୟ ପଟେ ବର୍ଷା ପାଇଁ ବେପାର ପୁରା ମାନ୍ଦା ବୋଉ ଆଜି ସଂଧ୍ୟା ୬ଟା ରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବ୍ୟବସାୟ।