ଜୁନାଗଡ: ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ସିବିଆଇ ତଦନ୍ତ ଦାବୀ ପରେ ଜୁନାଗଡ଼ରେ ଜୁନାଗଡ଼ ନଗରପାଳ ଙ୍କ ପ୍ରତିକ୍ରିୟା
ବହୁଚର୍ଚିତ ଗୋଲାମୁଣ୍ଡା ବ୍ଲକ ମହାଳିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁଙ୍କ ପରିବାର ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ର ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ସୋମବାର ଜୁନାଗଡ଼ ଠାରେ ସୋମବାର ଅପରାହ୍ନ ୩ ଟା ରେ ପ୍ରତିକ୍ରିୟା ରଖିଲେ ଜୁନାଗଡ଼ ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ।