ବଲାଙ୍ଗୀର: ଆନନ୍ଦ ନଗର ପଡା ରେ ଦୁଇ ଗୋଷ୍ଟି ମଧ୍ୟରେ ଗୋଷ୍ଟି ସଂଘର୍ଷ ଜଣେ ଯୁବକ ଗୁରୁତର ମେଡିକାଲରେ ଭର୍ତ୍ତି
ବଲାଙ୍ଗିରରେ ଗୋଷ୍ଟୀ ସଙ୍ଘର୍ଷ-ଯୁବକ ଗୁରୁତର ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂଘର୍ଷ | ଯୁବକ ଗୁରୁତର | ବଲାଙ୍ଗିର ଆନନ୍ଦନଗର ପଡ଼ାରେ ଦୁଇଟି ଗ୍ରୁପରେ ପ୍ରାୟ ଦଶ ଜଣ ଯୁବକ ପିଟାପିଟି ହୋଇଥିଲେ | ସେ ଭିତରୁ ଭାସ୍କର ପରିଛା ନାମକ ଜଣେ ଯୁବକକୁ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଆଉ ଏକ ଗୋଷ୍ଠୀର ଯୁବକ | ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ପୋଲିସ ହସପିଟାଲରେ ଆଜି ରାତି ୧୦ଟା ୩୦ମିନିଟ ସମୟ ରେ ଭର୍ତି କରିଛି | ଅବସ୍ଥା ଗୁରୁତର ହେବାରୁ ଡାକ୍ତରତାଙ୍କୁ ବୁର୍ଲା ରେଫର କରିଛନ୍ତି |