ବରଗଡ: 7000 ଟଙ୍କା ଲାଞ୍ଚ ନେଇ ବରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ବାବୁ, ଗିରଫ ପୋଲିସ ବରଗଡ଼ ଭିଜିଲାନ୍ସ ଅଫିସରେ ଅଟକ
Bargarh, Bargarh (Baragarh) | Aug 25, 2025
ଭିଜିଲାନ୍ସ ଜାଲରେ ପଡ଼ିଲେ ପୋଲିସ ବାବୁ l ଲାଞ୍ଚ ନେବାବେଳେ ବରଗଡ଼ ଜିଲ୍ଲା ବିଜେପୁର ଥାନାର ପୋଲିସ SI ଜଗା ବହିହାଙ୍କୁ ମାଡ଼ି ବସିଲା...