ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୂପାଲି ଠାରେ,ଜିଲ୍ଲା ବିପର୍ଯୟ ପରିଚାଳନା କର୍ତୃପକ୍ଷ ସୁବର୍ଣ୍ଣପୁର ଏବଂ ବିଦୁରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ନାରାୟଣୀ ସାଂସ୍କୃତିକ ସଂଗଠନ ଲମ୍ବକାନି ଦ୍ୱାରା ପରିବେଶୀତ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ପଥପ୍ରାନ୍ତ ଲୋକାନୃତ୍ୟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର