Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କବିସୂର୍ଯ୍ୟନଗର: କୋଦଳା ତହସିଲ ରେ କୃଷକ ସଭା ପକ୍ଷରୁ ଦାବି ପତ୍ର ପ୍ରଦାନ

Kabisuryanagar, Ganjam | Sep 15, 2025
ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ କୋଦଳା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦଣ୍ଡେଶ୍ୱର ମନ୍ଦିର ଠାରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ହରେକୃଷ୍ଣ ରେଡିଙ୍କ ନେତୃତ୍ୱରେ ପଦଯାତ୍ରା କରି ତହସିଲ କାର୍ଯ୍ୟାଳୟରେ ପହଂଚି ଥିଲେ । ବିଭିନ୍ନ ଦାବି ସମ୍ବଳିତ ଏକ ପତ୍ର ତହସିଲଦାର ସସ୍ମିତା ଶତପଥିଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ରାଧାକୃଷ୍ଣ ପାତ୍ରଙ୍କୁ ପ୍ରଦାନ କରିଥିଲେ । ସାରର ଅଭାବୀ ବିକ୍ରି ଦୂର କରିବା ପାଇଁ ସମବାୟ ସମିତିରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇଦେବା ପାଇଁ ଦାବି ହୋଇଛି ।

MORE NEWS