ଧରାକୋଟ: ବ୍ଲକ ରେ ଖୋଲୁନି ମଣ୍ଡି, ଚିନ୍ତାରେ ଚାଷୀ,ଧାନ ମଣ୍ଡି ଖୋଲିବାକୁ ଦାବିକଲେ ଶ୍ରଦ୍ଧାପୂର ଅଞ୍ଚଳର ଚାଷୀ<nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ର ବିଭିନ୍ନ ଅଂଚଳ ରେ ଧାନ ଅମଳ କରୁଛନ୍ତି ଚାଷୀ l ବର୍ଷ ଯାକର ହାଡଭଙ୍ଗା ପରିଶ୍ରମ ପରେ ଏବେ ଜୋର ସୋର ରେ ଚାଲିଛି ଧାନ ଅମଳ l ଚାଷୀ ଅମଳ ଧାନକୁ ଗଛିତ କରି ରଖୁଥିବା ବେଳେ ଏପେଟେ କିନ୍ତୁ ଧରାକୋଟ ବ୍ଲକ ରେ ଅ।ଜି ସୁଧା ଖୋଲିପାରିଲା ନାହିଁ ଧାନମଣ୍ଡି । ଯାହାରି ଫଳ ରେ ମିଲର ମାନଙ୍କ ରାଜ୍ କୁ ନେଇ ଏବେ ଚାଷିକୁଳ ଚିନ୍ତା ରେ ପଡିଛନ୍ତି। ଅନ୍ୟପଟେ ଅଞ୍ଚଳରେ କଳାବଜାରୀ ଜୋର ସୋର ରେ ବୃଦ୍ଧି ପାଉଛି l