ରାଇରଙ୍ଗପୁର ସହର: ତିରିଂ ବ୍ଲକ ଅନ୍ତର୍ଗତ ଜଟା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ସୋମବାର ଦିନ ପ୍ରାୟ ୪ଟାରେ ମୟୂରଭଞ୍ଜ ଜିଲ୍ଳାପାଳ ହେମକାନ୍ତ ସୟ ତିରିଂ ବ୍ଲକ ଗସ୍ତରେ ଯାଇ ବାମନଘାଟି ଉପ ଜିଲ୍ଲାପାଳ,ତିରିଂ ବ୍ଲକର ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଜଟା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିବା ନେଇ ଜଣାପଡିଛି।