ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ମିଶନ ଶକ୍ତି ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ; ସଭାପତି ଓ ସମ୍ପାଦକ ଦେଲେ ପ୍ରତିକ୍ରିୟା
ମହିଳା ସଂଘର ନିୟମ ମୁତାବକ ସଭାପତିମାନଙ୍କୁ ଚୟନ କରାଯିବାର ଅଧିକାର କେବଳ ସଂଘର ରହିଛି। ଯେଉଁଥିରେ ଅନିୟମିତତା ଘଟୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ମିଶନ ଶକ୍ତି ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଦିନ ପ୍ରାୟ ୨ ଟାରେ ମହାସଂଘର ଜିଲ୍ଲା ସଭାପତି ବିଷ୍ଣୁପ୍ରିୟା ଦାସ ଓ ସମ୍ପାଦକ ସୁଦୀପ୍ତା ବାରିକ ପ୍ରତିକ୍ରିୟା ଦେଇଛନ୍ତି।