ହିନ୍ଦୋଳ: ସୁକିଆ ବାଉତୀ ମନ୍ଦିରରେ ନବୀନ ବାବୁଙ୍କ ଜନ୍ମଦିନ ପାଳନ ଓ ଦିପ ଦାନ
ଓଡିଶା ବାସୀଙ୍କ ପ୍ରିୟ ନେତା ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା, ବିଶ୍ୱାସ ଓ ଭରସାର ପ୍ରତୀକ, ମହାନ ଜନନାୟକ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିନ ଅବସରରେ ଢେଙ୍କାନାଳ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସୁକିଆବାଉତି ମନ୍ଦିରରେ ପୂଜା ଅର୍ଚ୍ଚନା ସହ ଏକ ଶତ ଦୀପଦାନ କରି ହିନ୍ଦୋଳ ବିଜୁ ଜନତାଦଳ ତରଫରୁ ତାଙ୍କ ଜନ୍ମଦିନ ପାଳନ କରାଯାଇଛି ।ଏଥିରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ, ପୂର୍ବତନ ଯୁବ ବିଜେଡି ସଂମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ମିଲନ ସାମଲ, ପ୍ରଶାନ୍ତ ଦାସ, ରମେଶ ସାହୁ, କାଉନସିଲର ସୁମତୀ ପ୍ରଧାନ, କାଉନସିଲର ଅନୁପମା ସାହୁ, ଦୀପ୍ତି ସାମଲ