ଜୁନାଗଡ: ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 4ତାରିଖ ଶନିବାର ସକାଳ 10ଟାରୁ 12ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡୁକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଜନଶୁଣାଣୀ ରେ ଗୋଲାମୁଣ୍ଡା ବ୍ଲକ ଅଧିନ ଖଲିଆପାଲି,ମାନଝରି,କୁହୁରା,ଚପ୍ରିୟା ସମେତ ଚାରିଟି ଗ୍ରା. ପ ର ଜନତା ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଧରି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କଡୁଡୁକେଲ ସ୍ଥିତ ବାସଭବନକୁ ଆସି ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ ସମସ୍ତ ସମସ୍ୟା ଶୁଣି ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ ମାଧ୍ୟମରେ ସମସ୍ୟା