ବୌଦ୍ଧ ସଦର: କେଳାକଟା ଠାରେ ଶ୍ରୀ ଅନ୍ନ ଯୋଜନା ତରଫରୁ ମାଣ୍ଡିଆ କ୍ଷେତ୍ର ଦିବସ ପାଳିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଠାରେ ଜିଲ୍ଲା କୃଷି ବିଭାଗ ତଥା ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ, ବୌଦ୍ଧଙ୍କ ସହାୟତାରେ ସ୍ବେଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର, ସରସରାର ଆୟୋଜନକ୍ରମେ ଶ୍ରୀ ଅନ୍ନ ଅଭିଯାନ ମାଣ୍ଡିଆ କ୍ଷେତ୍ର ଦିବସ ପାଳନ ହୋଇଯାଇଛି