ବଲାଙ୍ଗୀର: ଯେଆଇଟିମ କଲେଜ ଛାତ୍ରଙ୍କୁ କଲେଜ ନିକଟରେ ଥିବା ପୁଲିଆରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୁବକ ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର ଯେଆଇଟିଏମର ଜଣେ ଛାତ୍ର ଙ୍କୁ ସଙ୍ଘ ବଦ୍ଧ ଭାବେ ଆକ୍ରମଣ ହୋଇ ଥିବା ଘଟଣା ସାମ୍ନାକୁ ଆସିଛି ଯୁବକ ଙ୍କୁ କଲେଜ ନିକଟସ୍ଥ ପୁଲିଆ ନିକଟରେ କିଛି ଦୁବୃର୍ତ୍ତ ଧରୁଆ ଓ ଅନ୍ୟାନ୍ୟ ଅସ୍ତ୍ର ସହ ଆକ୍ରମଣ କରିଥିବା କୁହାଯାଉଛି। ଗୁରୁତର ଅবସ୍ଥାରେ ଥିବା ପୀଡ଼ିତ, ଯିଏ ଏକ କଲେଜ୍ ଛାତ୍ର ହେବା ଜଣାପଡ଼ିଛି, ତାଙ୍କୁ ତତ୍କ୍ଷଣାତ୍ ଚିକିତ୍ସାପାଇଁ ଭୀମ ଭୋଇ ମେଡିକାଲ କୁ 8ଟା ସମୟରେ ପଠାଯାଇଛି। ଘଟଣା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ଓ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ଚେଷ୍ଟା ଜାରି ରହିଛି। ଯୁବକ ଜଣକ ଦେଓଗାଁ ବ୍ଲକ ଅନ୍ତର୍ଗତ କଛାରପାଲି ଗ୍ରାମର ଯୁବକ ହୋଇ ଥିବା ଖବର ମିଳିଛି।