କଦଳୀଗଡ଼ ଅର୍ଜୁନ ଡିଗ୍ରୀ କଲେଜ୍ ରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ଲଉପ ଜିଲ୍ଲାପାଳ, ରେଢ଼ାଖୋଲ ଙ୍କ ପ୍ରସ୍ତାବ ଅନୁକ୍ରମେ ଶୁକ୍ରବାର ସକାଳେ କଦଳୀଗଡ଼ ସ୍ଥିତ ଅର୍ଜୁନ ଡିଗ୍ରୀ କଲେଜ୍ ରେ ସାମ୍ପ୍ରତିକ ପରିସ୍ଥିତି ରେ ମୌଳିକ କର୍ତ୍ତବ୍ୟ ର ଭୂମିକା ବିଷୟରେ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଛି। କଲେଜ୍ ଅଧ୍ୟକ୍ଷ ଶ୍ରୀ ଅଖିଳେନ୍ଦ୍ର ଶାସନୀ ଙ୍କ ସଭାପତିତ୍ବ ରେ ଆଲୋଚନା ଚକ୍ର ଟି ସମ୍ପାଦିତ ହେଇଥିଲା।