ରାଉରକେଲା ମ୍ୟୁନିସିପାଲଟି: ରାଉରକେଲାରେ ଏକ ମେଡିକାଲ କଲେଜ ସ୍ଥାପନା ଦାବିରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ
ରାଉରକେଲା ; ଆଜି ଗୁରୁବାର ଦିନ ସକାଳ ୧୧ଟା ସମୟରେ ସ୍ମାର୍ଟ ସିଟି ରାଉରକେଲା ରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସେଇ ପରିମାଣରେ ଏଠି ଥିବା ରାଉରକେଲା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା କମ ଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ମଧ୍ୟ ଅଛି । ଅପରପଟେ ସହରର ଅତି ନିଜଟରେ ଥିବା ତଥା ପଡୋଶୀ ଛତିଶଗଡ, ବିହାର ଓ ଝାଡଖଣ୍ଡ ଆଦି ରାଜ୍ୟର ସୀମାନ୍ତବର୍ତୀ ଅଂଚଳରୁ ଦ