ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଓମ୍ ଶ୍ରୀ ଦୁର୍ଗା ପୂଜା କମିଟି ସରବାହାଲ ୫୦ ବର୍ଷର ପୂର୍ତ୍ତି ଅବସରରେ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ
ଝାରସୁଗୁଡା ଜିଲ୍ଲା ସର୍ବାହଲ ଠାରେ ଓମ୍ ଶ୍ରୀ ଦୁର୍ଗା ପୂଜା କମିଟି ସରବାହାଲ ଏଥର ୫୦ ବର୍ଷର ପୂର୍ତ୍ତି ଅବସରରେ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ। ତେବେ ଆଜି ମା ଦୁର୍ଗାଙ୍କ ମହାଅଷ୍ଟମୀ ବିହିତ ପୂଜା, ଚଣ୍ଡୀହୋମ,ସନ୍ଧିପୂଜା ଆଦି କରାଯାଉଥିବା ବେଳେ ସନ୍ଧ୍ୟା ସାଢ଼େ ଛଅଟା ସମୟରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏକ ଭବ୍ୟ ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଲେ ଆଜି ମାଁ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବେଶ ଭିଡ଼ ଲାଗିରହିଛି। ତେବେ ମାଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ସହିତ ଭବ୍ୟମଣ୍ଡପ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ସର୍ବାହଲ