ନର୍ଲା: ଗୁଣପୁର ଗ୍ରାମ ସ୍ଥିତ ଆଦିବାସୀ ପଡିଆ ଠାରେ ସାନେ ମାଝୀ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ
ଆଜି ବୁଧବାର ଦିନ ଅପରାହ୍ନ ତିନିଟା ସମୟରେ ଗୁଣପୁର ଗ୍ରାମ ସ୍ଥିତ ଆଦିବାସୀ ପଡିଆ ଠାରେ ସାନ ମାଝୀ ପ୍ରଥମ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦୁର୍ଗାପ୍ରସାଦ ମହାନ୍ତି, ହରିଶଙ୍କର ମାଝୀ ଦେବେନ୍ଦ୍ର ଶା ଉପସ୍ଥିତ ରହିଥିଲେ